ଡକାୟତି ଯୋଜନା ବେଳେ ପୁଲିସ ଚଢ଼ଉ : ବନ୍ଧୁକ ସହ ୫ ଧରା ହେଲେ, ୨ ଖସିଗଲେ

ମହାନଦୀବିହାର: ବିଦ୍ୟାଧରପୁର ତେଲିସାହି ନିକଟରେ ଡକାୟତି ଯୋଜନା ବେଳେ ଚାଉଳିଆଗଞ୍ଜ ପୁଲିସ ଚଢ଼ଉ କରି ୫ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଖସି ପଳାଇଛନ୍ତି। ଧରାପଡ଼ିଥିବା ଡ଼କାୟତଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ସୂଚନ ଅନୁଯାୟୀ, ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମିଲନ ଓରଫ ବିଶ୍ୱଜିତ ମହାରଣା(୨୩), ପୋତପୋଖରୀ ଅଞ୍ଚଳର ଗେଡ଼ା ଓରଫ ସୁଧୀର ଦାସ(୨୧), ଚାଉଳିଆଗଞ୍ଜ ଗୋପବନ୍ଧୁ ନଗରର ବାବୁ ଓରଫ … Continue reading ଡକାୟତି ଯୋଜନା ବେଳେ ପୁଲିସ ଚଢ଼ଉ : ବନ୍ଧୁକ ସହ ୫ ଧରା ହେଲେ, ୨ ଖସିଗଲେ